କନକ ବ୍ୟୁରୋ : ଆଜି ବିଜୁ ଜନତା ଦଳ ତରଫରୁ ଭୁବନେଶ୍ୱର ସ୍ଥିତ ସାଲିଆ ସାହିରେ ଜନସଂପର୍କ ପଦଯାତ୍ରା କରାଯାଉଛି । ଏହି ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବେ । ଏଥିସହ ମନ୍ତ୍ରୀ ଦେବୀ ମିଶ୍ର, ସାଂସଦ ପ୍ରସନ୍ନ ପାଟ୍ଟସାଣୀ, ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରର ୨ଜଣ ବିଧାୟକ, ମେୟର ସହ ବିଜୁ ଜନତା ଦଳର ଶହ ଶହ କର୍ମୀ ହି ପଦଯାତ୍ରାରେ ସାମିଲ ହେବେ।
ବିଜୁ ଜନତା ଦଳ ପକ୍ଷରୁ ଜନ ସଂପର୍କ ପଦଯାତ୍ରା ! ଆଜି ଭୁବନେଶ୍ୱର ସାଲିଆସାହି ପଦଯାତ୍ରାରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ
/kanak/media/post_attachments/wp-content/uploads/2017/10/4-6.jpg)