ଭୁବନେଶ୍ୱର : ଭୁବନେଶ୍ୱର ହଳଦିପଡିଆରେ ଗୋଷ୍ଠୀ ସଂଘର୍ଷ । ଫଳରେ ଉଭୟ ପକ୍ଷରୁ ୫ ଜଣ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ବ୍ରାଉନସୁଗର କାରବାରବାର ନେଇ ସ୍ଥାନୀୟ ଦୁଇ ଗୋଷ୍ଠାୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଉତ୍ତେଜନା ଲାଗି ରହିଥିଲା । ଏନେଇ ଆଜି ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ପରେ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ୱର ହଳଦିପଡିଆରେ ଗୋଷ୍ଠୀ ସଂଘର୍ଷ : ବ୍ରାଉନସୁଗର କାରବାର ଲାଗି ଉତ୍ତେଜନା
/kanak/media/post_attachments/wp-content/uploads/2016/11/vlcsnap-2016-11-28-09h58m10s696.png)