ଫିଲ୍ମି ଫ୍ରାଇଡେରେ ଆଜି ପରଦାକୁ ଆସୁଛି ବଲିଉଡ୍ ସିନେମା ‘ବ୍ୟାଙ୍କ ଚୋର’ । ରିତେଶ ଦେଶମୁଖ ଓ ବିବେକ ଓବରୟ ଅଭିନୀତ ‘ବ୍ୟାଙ୍କ ଚୋର’ ଏକ କମେଡି ସିନେମା । ବିବେକ ଓବରଇ ଏଥିରେ ଜଣେ ପୋଲିସ ଅଫିସର ଭୂମିକାରେ ଦେଖା ଦେଇଛନ୍ତି । ତେବେ ବ୍ୟାଙ୍କ ଚୋର ଭୂମିକାରେ ଦମଦାର ଅଭିନୟ କରିଛନ୍ତି ରିତେଶ ଦେଶମୁଖ ।
ଆଜି ପରଦାକୁ ଆସୁଛି ସିନେମା ‘ବ୍ୟାଙ୍କ ଚୋର’ !
/kanak/media/post_attachments/wp-content/uploads/2017/06/riteish-deshmukh-chor-the-.jpg)