ଆଜି ପରଦାକୁ ଆସୁଛି ସିନେମା ‘ବ୍ୟାଙ୍କ ଚୋର’ !

0

ଫିଲ୍ମି ଫ୍ରାଇଡେରେ ଆଜି ପରଦାକୁ ଆସୁଛି ବଲିଉଡ୍ ସିନେମା ‘ବ୍ୟାଙ୍କ ଚୋର’ । ରିତେଶ ଦେଶମୁଖ ଓ ବିବେକ ଓବରୟ ଅଭିନୀତ ‘ବ୍ୟାଙ୍କ ଚୋର’ ଏକ କମେଡି ସିନେମା । ବିବେକ ଓବରଇ ଏଥିରେ ଜଣେ ପୋଲିସ ଅଫିସର ଭୂମିକାରେ ଦେଖା ଦେଇଛନ୍ତି । ତେବେ ବ୍ୟାଙ୍କ ଚୋର ଭୂମିକାରେ ଦମଦାର ଅଭିନୟ କରିଛନ୍ତି ରିତେଶ ଦେଶମୁଖ ।

Comments are closed.