କନକ ବ୍ୟୁରୋ : ଉପକାରାଗାର ଫେରାଇ ଆଣିବା ଦାବିରେ ୮ଘଂଟା ବନ୍ଦ୍ ଆଠଗଡ । ଆଠଗଡ ଓକିଲ ସଂଘ ଡାକରାରେ ଆଠଗଡରେ ୮ଘଂଟିଆ ବନ୍ଦ୍ ପାଳନ କରାଯାଉଛି । ଦୋକାନ ବଜାର ସମେତ, ଗାଡି ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି । ଆଠଗଡ ଉପକାରାଗାରକୁ ମରାମତି କରାଯିବା ପାଇଁ କାର୍ଯ୍ୟାଳୟକୁ ଚୌଦ୍ୱାରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଉପକାରାଗାର ମରାମତି ହେବା ପରେ ମଧ୍ୟ ଆଠଗଡକୁ ଫେରାଇ ନଆଣିବାରୁ ଆନ୍ଦୋଳନକୁ ଓହ୍ଲାଇଛି ଓକିଲ ସଂଘ ।
କଟକ : ଉପକାରାଗାର ଫେରାଇ ଆଣିବା ଦାବିରେ ଆଠଗଡରେ ୮ଘଂଟିଆ ବନ୍ଦ୍ ପାଳନ
/kanak/media/post_attachments/wp-content/uploads/2017/08/8.jpg)