ଅନୁଗୁଳରେ ଟ୍ରିପଲ ମର୍ଡର ! ସ୍ୱାମୀ ସ୍ତ୍ରୀଙ୍କୁ ଗଳାକାଟି ହତ୍ୟା, ୧୦ବର୍ଷର ପୁଅର ମୃତଦେହ ଉଦ୍ଧାର

0

କନକ ବ୍ୟୁରୋ : ଅନୁଗୁଳରେ ଟ୍ରିପଲ ମର୍ଡର । ସ୍ୱାମୀ, ସ୍ତ୍ରୀ ଓ ପୁଅକୁ ଗଳାକାଟି ହତ୍ୟା । ଅନୁଗୁଳ କିଶୋରନଗର ସଂଜାମରା ଗମ୍ଭାଳିଆ ଗାଁରେ ସ୍ୱାମୀ, ସ୍ତ୍ରୀଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଘରୁ ଲୁଟ କରିବା ପରେ ଦୁର୍ବୃତମାନେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହାସହ ତାଙ୍କର ୧୦ବର୍ଷର ପୁଅ ନିଖୋଜ ଥିଲା । ଏବେ ତାର ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ପୁଲିସ ଘଟଣାରେ ଛାନଭିନ ଜାରି ରଖିିଛି ।

Comments are closed.