ଝାରସୁଗୁଡା : ଠପ୍ ହୋଇଯାଇଛି ଝାରସୁଗୁଡା । ୧୨ ଘଂଟିଆ ଝାରସୁଗୁଡା ଜିଲ୍ଲା ବନ୍ଦ ଡାକରା ଦେଇଛି ଆକ୍ସନ ଇସ୍ପାତ ସଂଗ୍ରାମ ସମିତି । ଆକ୍ସନ ଇସ୍ପାତ କାରଖାନା ବନ୍ଦର ପ୍ରତିବାଦ ଓ କର୍ମଚାରୀଙ୍କର ସମସ୍ୟା ସମାଧାନ ଦାବି କରି ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସଂଦ୍ଧ୍ୟା ୬ଟା ଯାଏଁ ଏହି ବନ୍ଦ ଡାକରା ଦିଆଯାଇଛି । ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ଜିଲ୍ଲା ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୫୦ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରିଛି ପୁଲିସ ।
ଦେଖନ୍ତୁ ଏହି ଭିଡିଓ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/vlcsnap-2016-12-19-09h48m07s508.png)