କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ବର୍ଷା କମିବା ପରେ ପରିସ୍ଥିତିରେ କିଛିଟା ସୁଧାର ଆସିଛି। ସକାଳେ ମାତ୍ର ୫ଟି ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା। ଗୁଣୁପୁର ଓ କାଶୀନଗର ଠାରେ ବଂଶଧାରା ବିପଦ ସଙ୍କେତ ତଳକୁ ଖସିଆସିଛି। ଫଳରେ ବଡ଼ ଧରଣର ବନ୍ୟା ଆଶଙ୍କା ଟଳିଯାଇଛି। ଅନ୍ୟ ସମସ୍ତ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି।
/kanak/media/post_attachments/wp-content/uploads/2018/09/Assam-floods_PTI13.jpg)
/kanak/media/post_attachments/wp-content/uploads/2018/08/Floods.jpg)