ରାଉରକେଲା ବ୍ୟୁରୋ,କନକ ନ୍ୟୁଜ୍ : ଦେଶର ସ୍ମାର୍ଟ ସିଟିରେ ସ୍ଥାନ ପାଇଥିବା ରାଉରକେଲାରେ ପାଣି ପାଇଁ ହାହାକାର । ପୁଣି ଆରଏସପି ଅଧିନରେ ସେକ୍ଟର ୧୬ ପିଏଚ କଲୋନୀରେ ରହୁଥିବା ଲୋକେ ମୌଳିକ ସୁବିଧାରୁ ବଂଚିତ ହେଉଥିବା ଅଭିଯୋଗ ହୋଇଛି । ବିଶେଷ କରି ଏଠାକାର ଲୋକ ପାଣି ପାଇଁ ବହୁ ଅସୁବିଧା ଭୋଗୁଛନ୍ତି । ହେଲେ ଏମାନଙ୍କ କଥା ପ୍ରଶାସନ କି ଆରଏସପି କର୍ତୃପକ୍ଷ ଶୁଣୁନଥିବା ଅଭିଯୋଗ ହୋଇଛି ।
ରାଉରକେଲାରେ ପାଣି ପାଇଁ ହାହାକାର
/kanak/media/post_attachments/wp-content/uploads/2016/06/vlcsnap-2016-06-11-10h57m19s662.png)