ଭିଜିଲାନ୍ସ ଜାଲରେ ଜେଲର : ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ପୁରୀ ଜେଲରଙ୍କ ଘରେ ଚଢାଉ

0

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଜେଲର । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ପୁରୀ ଜେଲରଙ୍କ ଘରେ ଆଜି ସକାଳୁ ଭିଜିଲାନ ଚଢାଉ କରିଛି । ଜେଲର ସୁରେନ୍ଦ୍ର ପୃଷ୍ଟିଙ୍କ ପୁରୀ ଘର ଓ ଅଫିସରେ ଚଢାଉ ଜାରି ରହିଛି । ଭିଜିଲାନସର ୨ଟି ଟିମ୍ କଟକ ଓ ଭୁବନେଶ୍ୱରରେ ଥିବା ତାଙ୍କ ବାସଭବନରେ ମଧ୍ୟ ରେଡ୍ କରିଛି  ।

Comments are closed.