କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଜେଲର । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ପୁରୀ ଜେଲରଙ୍କ ଘରେ ଆଜି ସକାଳୁ ଭିଜିଲାନ ଚଢାଉ କରିଛି । ଜେଲର ସୁରେନ୍ଦ୍ର ପୃଷ୍ଟିଙ୍କ ପୁରୀ ଘର ଓ ଅଫିସରେ ଚଢାଉ ଜାରି ରହିଛି । ଭିଜିଲାନସର ୨ଟି ଟିମ୍ କଟକ ଓ ଭୁବନେଶ୍ୱରରେ ଥିବା ତାଙ୍କ ବାସଭବନରେ ମଧ୍ୟ ରେଡ୍ କରିଛି ।
ଭିଜିଲାନ୍ସ ଜାଲରେ ଜେଲର : ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ପୁରୀ ଜେଲରଙ୍କ ଘରେ ଚଢାଉ
/kanak/media/post_attachments/wp-content/uploads/2017/04/jailer.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)