କନକ ବ୍ୟୁରୋ : ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ଯୁବତୀଙ୍କ ନଗ୍ନ ଫଟୋ । ସୋସିଆଲ ମିଡିଆରେ ଭାଇରାଲ । ଏଡିଟ୍ କରି ୱାଟ୍ସଆପ୍ ଗ୍ରୁପରେ ଛଡାଯାଇଛି ଅଶ୍ଳୀଳ ଫଟୋ । ଏହି ଘଟଣାଟି ପ୍ରଘଟ ହେଲା ଜଣେ ଯୁବତୀଙ୍କ ବଂଧୁ ଉମରକୋଟ୍ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶúଘ୍ର ଗିରଫ କରାଯିବ ବୋଲି ଉମରକୋଟ ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ଯୁବତୀ ଜଣକ ବର୍ତମାନ ଭୁବନେଶ୍ୱରରେ ରହୁଛନ୍ତି ।
ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଛି ଯୁବତୀଙ୍କ ନଗ୍ନ ଫଟୋ : ସୋସିଆଲ ମିଡିଆରେ ଭାଇରାଲ ପରେ ଥାନାରେ ଅଭିଯୋଗ
/kanak/media/post_attachments/wp-content/uploads/2017/04/Screen-shot-2017-04-07-at-4.15.16-PM-1.png)