ଏଟିଏମ ଲୁଟ୍ ଉଦ୍ୟମ ବିଫଳ । ନବରଙ୍ଗପୁର ଝରିଗାଁରେ ଏକକାଳିନ ୩ଟି ବ୍ୟାଙ୍କ୍ ଏଟିଏମ ଲୁଟ୍ କରିିବାକୁ ପଶିଥିଲେ ଦୁର୍ବୃତ୍ତ 

30

କନକ ବ୍ୟୁରୋ : ଦୁର୍ବୃତ୍ତଙ୍କ  ଟାର୍ଗେଟରେ ବ୍ୟାଙ୍କ ଏଟିଏମ । ନବରଙ୍ଗପୁରରେ ଦୁର୍ବୃତ୍ତଏକା ସାଂଗରେ ୩ଟି ବ୍ୟାଙ୍କ ଏଟିଏମରୁ ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି । ଝରିଗାଁ ଷ୍ଟେଟ ବ୍ୟାଙ୍କ, ରାଇଘର ଆକ୍ସିସ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ଏଟିଏମରୁ କାଲି ରାତିରେ ୧୦ ଜଣ ଦୁର୍ବୃତ୍ତ ଲୁଟ ଉଦ୍ୟମ କରିଥିବା ଜଣାପଡିଛି ।