ଟ୍ରିପଲ ତଲାକ ସଂପର୍କରେ ମୁହଁ ଖୋଲିଲେ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ପତ୍ନୀ ସଲମା ଅନସାରୀ

0

କନକ ବ୍ୟୁରୋ : ଟ୍ରିପଲ ତଲାକକୁ ନେଇ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ପତ୍ନୀ ସଲମା ଅନସାରୀ ମୁହଁ ଖୋଲିଛନ୍ତି । ସଲମା କହିଛନ୍ତି ଯେ ଧର୍ମଗ୍ରନ୍ଥ କୋରାନରେ ଟ୍ରିପଲ ତଲାକ ବାବଦରେ ଲେଖା ହୋଇନାହିଁ । ଏହାସହ ମୁସଲିମ ମହିଳାମାନଙ୍କୁ ସେ କୋରାନ ପଢିବାକୁ ପରାମର୍ଶ ଦେଇଛନ୍ତି । ସଲମା କହିଛନ୍ତି ଯେ କେବଳ ତଲାକ କହିଦେଲେ ତଲାକ ହୋଇଯାଇନଥାଏ । କୋରାନ ପଢିଲେ ଏହାର ନିଶ୍ଚିତ ସମାଧାନ ମିଳିଯିବ ।

Comments are closed.