କନକ ବ୍ୟୁରୋ : ଟ୍ରିପଲ ତଲାକକୁ ନେଇ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ପତ୍ନୀ ସଲମା ଅନସାରୀ ମୁହଁ ଖୋଲିଛନ୍ତି । ସଲମା କହିଛନ୍ତି ଯେ ଧର୍ମଗ୍ରନ୍ଥ କୋରାନରେ ଟ୍ରିପଲ ତଲାକ ବାବଦରେ ଲେଖା ହୋଇନାହିଁ । ଏହାସହ ମୁସଲିମ ମହିଳାମାନଙ୍କୁ ସେ କୋରାନ ପଢିବାକୁ ପରାମର୍ଶ ଦେଇଛନ୍ତି । ସଲମା କହିଛନ୍ତି ଯେ କେବଳ ତଲାକ କହିଦେଲେ ତଲାକ ହୋଇଯାଇନଥାଏ । କୋରାନ ପଢିଲେ ଏହାର ନିଶ୍ଚିତ ସମାଧାନ ମିଳିଯିବ ।
ଟ୍ରିପଲ ତଲାକ ସଂପର୍କରେ ମୁହଁ ଖୋଲିଲେ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ପତ୍ନୀ ସଲମା ଅନସାରୀ
/kanak/media/post_attachments/wp-content/uploads/2017/04/hamid-ansari-with-his-wife-salma-ansari-560x416.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)