କନକ ବ୍ୟୁରୋ : ଭଦ୍ରକ ଧାମନଗରରେ ଉତେଜନା । ଧାମନଗର ବଜାରରେ ଅଗ୍ନିକାଣ୍ଡକୁ ନେଇ ଉତେଜନା ଦେଖାଦେଇଛି । ଦୁବୃର୍ତମାନେ ୪ ବଖରା ଘର ଜାଳିଦେଇଛନ୍ତି । ଘଟଣା ସ୍ଥଳରେ ଏସପି ପହଚିଂଛ ଘଟଣାର ଅନୁଧ୍ୟାନ କରିଛନ୍ତି । ଉତେଜନା ପରେ ଧାମନଗର ବଜାରରେ ୧୪୪ ଧାରା ଜାରି ହୋଇଛି । ବ୍ୟାପକ ପୁଲିସ ମୁତୟନ କରାଯାଇଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Fire-1.jpg)