ଫ୍ୟାନଙ୍କୁ ସଲମାନଙ୍କ ଉପହାର

39

ଦିଲଦାର ସଲମାନ୍ ଖାନ ନିଜ ଫ୍ୟାନକୁ ଫିଲ୍ମ ସୁଲତାନ ପାଇଁ ସାଇନ କରେଇଛନ୍ତି । ଏହି ଫ୍ୟାନ ଜଣକ ହେଉଛନ୍ତି ଦୁବାଇରେ ରହୁଥିବା କୁନି ଝିଅ ସୁଜି । ସୁଲତାନରେ ସୁଜି ଗେଷ୍ଟ ଆପେରିଆନ୍ସରେ ନଜର ଆସିବେ । ସୁଲତାନ ସୁଟିଂ ସେଟରୁ ଇଏ ହେଉଛି ସଲମାନ ଓ ସୁଜିଙ୍କ ଫଟୋ ।ବଜରଙ୍ଗୀ ଭାଇଜାନ ଦେଖିବାପରେ ସୁଜି ଖୁବ କାନ୍ଦିବା ସହ ସଲମାନଙ୍କ ସହ ଭେଟିବା ପାଇଁ ଜିଦ କରିଥିଲେ । ସୁଜିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନିଜ ଲିଟିଲ ଫ୍ୟାନଙ୍କ ସହ ମଧ୍ୟ ଭେଟିଥିଲେ ସଲମାନ । ଏବେ ସୁଜିଙ୍କୁ ସଲମାନ ଦେଇଛନ୍ତି ଏହି ବଡ ଉପହାର ।