ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ଟୋପାଏ ପାଣି ପାଇଁ ସଂଖ୍ୟାଧିକ ପୁରୁଷ, ମହିଳାଙ୍କ ମାର୍ଚ୍ଚ । ଗରା, ବାଲତି, ଡବା, ଡ୍ରମ ଘରେ ଯାହା ଅଛି ସାଙ୍ଗରେ ଧରି ନଦୀରୁ ପାଣି ସଂଗ୍ରହ ପାଇଁ ଯାଆନ୍ତି ଲୋକେ । ଆମେ ଆପଣଙ୍କୁ ଦେଖାଇବୁ ଆଦିବାସୀ ବହୁଳ ସୁନ୍ଦରଗଡ ଜିଲ୍ଲା ଦୁଖନପଡା ଗାଁ ଲୋକଙ୍କ ଦୁଃଖ । କେମିତି ପାଣି ପାଇଁ ଚାଲେ ଅହରହ ସଂଘର୍ଷ ଦେଖନ୍ତୁ ଏହି ରିପୋର୍ଟ ।
ସୁନ୍ଦରଗଡ ଦୁଖନପଡାବାସୀଙ୍କ ଦୁଃଖ,ଇବ ନଦୀ ପଠାରେ ଚୁଆ ହିଁ ଭରସା
/kanak/media/post_attachments/wp-content/uploads/2016/04/vlcsnap-2016-04-28-12h40m15s958.png)