ଛତିଶଗଡ ସୁକମା ଓ ବିଜାପୁର ସୀମାରେ ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ମାଓବାଦୀ ନିହତ ହୋଇଛନ୍ତି । ୨୦୧ କୋବ୍ରା ବାହିନୀ ସହ ମାଓବାଦୀଙ୍କ ଗୁଳି ବିନିମୟ ଜାରି ରହିଥିବା ବେଳେ ସୁରକ୍ଷାକର୍ମୀ ୪ ମାଓବାଦୀଙ୍କ ଶବକୁ ଜବତ କରିଛନ୍ତି । ଘଟଣାସ୍ଥଳରୁ ୩୦୩ ବନ୍ଧୁକ ଓ ଇନସାସ୍ ରାଇଫଲ୍ ମଧ୍ୟ ଜବତ କରାଯାଇଛି । ଏନଆଇ ରିପୋର୍ଟରୁ ଏହି ଏନକାଉଣ୍ଟରର ସୁଚନା ମିଳିଛି । ମଙ୍ଗଳବାର ସକାଳ ୬ ଟା ସମୟରେ ସୁରକ୍ଷାବାହିନୀ ଏବଂ ନକ୍ସଲଙ୍କ ଭିତରେ ଏହି ଫାୟାରିଙ୍ଗ୍ ଆରମ୍ଭ ହୋଇଥିଲା ।
ଛତିଶଗଡ ସୁକମା ଓ ବିଜାପୁର ସୀମାରେ ଏନକାଉଣ୍ଟର , ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ମାଓବାଦୀ ନିହତ ।
/kanak/media/post_attachments/wp-content/uploads/2019/03/MAO-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)