ଘଂଟାକର ଉଦ୍ୟମ ପରେ ଚେତା ପାଇଲା ୧୦ଫୁଟିଆ ନିସ୍ତେଜ ଅଜଗର

4

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଘଂଟାକର ଉଦ୍ୟମ ପରେ ଚେତା ପାଇଛି ନିସ୍ତେଜ ଅଜଗର । ପୁରୀ ଜିଲ୍ଲା ବୀର ରାମଚନ୍ଦ୍ରପୁରରେ ମାଛ ମାରିବାକୁ ଲଗାଯାଇଥିବା ଜାଲରେ ପଡିଥିଲା ବିରଳ ବର୍ମିଜ ପାଇଥନ । ଜାଲରୁ ଖସିବାକୁ ଉଦ୍ୟମ କରି ଗୁରୁତର ଭାବେ ଆହତ ମଧ୍ୟ ହୋଇଥିଲା । କିନ୍ତୁ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଏହାକୁ ଉଦ୍ଧାର କରି ଚିକିତ୍ସା ପାଇଁ ଓୟୁଏଟିକୁ ଆଣିଥିଲେ । ସାପଟି ଏବେ ଡାକ୍ତରୀଦଳର ତତ୍ୱାବଧାନରେ ସେଠାରେ ରହିଥିବା ବେଳେ ସଂପୂର୍ଣ୍ଣ ସୁସ୍ଥ ହେବାପରେ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯିବ ।
ଦେଖନ୍ତୁ -ଅପରେସନ୍ ପାଇଥନ୍

Comments are closed.