ବାରଣାସୀ ପ୍ରଶାସନ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଏକ ନୂଆ ଆଇନ ତିଆରି କରିଛନ୍ତି । ଯଦି କୈାଣସି ୟୁଜର ଗ୍ରୁପରେ ଆପତ୍ତିଜନକ ପୋଷ୍ଟିଂ କରିଥାନ୍ତି । ଏବଂ ଏହା ସର୍ବସାଧାରଣରେ ଅଶାନ୍ତି ସୃଷ୍ଟି କରେ ତ ଏଥିପାଇଁ ଗ୍ରୁପ୍ ଆଡମିନ ହେବେ ଦାୟି । ଆଉ ଏଥିପାଇଁ ସେ ଜେଲ ମଧ୍ୟ ଯାଇପାରନ୍ତି । ଏଭଳି ଏକ ଖବରକୁ ନେଇ ଏବେ ସମସ୍ତେ ଚକିତ ।
ଏବେ ଦିନକୁ ଦିନ ଏହି ସୋସିଆଲ ମିଡିଆକୁ ଅପବ୍ୟବହାର କରିବା ବଢିଯାଇଛି । ଏହାଦ୍ୱାରା ସମାଜରେ ଦଙ୍ଗା ଓ ହିଂସା ବଢୁଛି । ଅନେକ ମିଛ ଖବର , ଭିଡିଓ ଓ ଗୁଜବପୂର୍ଣ୍ଣ ତଥ୍ୟ ସବୁ ପ୍ରକାଶିତ ହେଉଛି । ଏହା ଲୋକଙ୍କୁ ବହୁତ ଅସୁବିଧାରେ ପକାଉଛି । ଏହାକୁ ଭିତ୍ତି କରି ଏପରି ନିୟମ ବାହାର କରିଛି ବାରଣାସୀ ପ୍ରଶାସନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/facebook.jpg)