ଯଦି ଆପଣ ଗୋଟେ ବିଳାସପୂର୍ଣ୍ଣ କାର୍ କିଣିବାକୁ ଅପେକ୍ଷା କରିଛନ୍ତି । ତାହେଲେ ଡେରି କରନ୍ତୁନି । ଏବେ ଏହା ସଠିକ୍ ସମୟ । ମର୍ସିଡିଜ୍ ର ସବୁଠୁ ବିଳାସପୂର୍ଣ୍ଣ କାର ଗୁଡିକ ମଧ୍ୟରେ ଗୋଟିଏ ହେଉଛି ମର୍ସିଡିଜ୍ ବେଂଜ ମେବେକ୍ । ଏହି କାର୍ କିଣିଲେ ଦିଲ୍ଲୀର ଗ୍ରାହକଙ୍କୁ ମିଳିବ ୭ଲକ୍ଷ ଟଙ୍କାର ରିହାତି ।
ଅନେକ ‘ମେଡ୍ ଇନ୍ ଇଣ୍ଡିଆ’ ବିଳାସପୂର୍ଣ୍ଣ ଗାଡିର ଦାମ୍ ରେ ସମୟସୀମା ଦିଆଯାଇଛି । ଯାହା କି ଜିଏସଟି ଲାଗୁ ହେବାର ପୂର୍ବରୁ ବିକ୍ରିର ବେଗକୁ ଚାଲୁ ରଖାଯାଇପାରିବ । ଜିଏସଟି ୧ ଜୁଲାଇ ଠାରୁ ଲାଗୁ ହେବ । ଏହାପରେ ବିଳାସପୂର୍ଣ୍ଣ କାରର ଦାମ୍ ବଢିଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/car.jpg)