ଇନ୍ଦ୍ରାଣୀ ମୁଖାର୍ଜୀ । ଏକ ବହୁ ଚର୍ଚ୍ଚିତ ନାଁ । ଶିନାବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ଏବେ ଇନ୍ଦ୍ରାଣୀକୁ ନେଇ ପୁଣି ଚର୍ଚ୍ଚା । କାରଣ ଏବେ ସେ ଜେଲରେ ରହି ଲେଖିଛନ୍ତି ଗୀତା । ଗୀତାର ୭ଶହ ଶ୍ଲୋକର ସେ ଇଂରାଜୀ ଅନୁବାଦ କରିସାରିଛନ୍ତି । ଆଉ ଏହାକୁ ନେଇ ସେ ଏକ ପୁସ୍ତକ ପ୍ରକାଶ କରିବାକୁ ଆଶା ରଖିଛନ୍ତି ।
ପୂରା ତଥ୍ୟ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ –
ପାପରୁ ଧର୍ମ : ଇନ୍ଦ୍ରାଣୀ ଲେଖିବେ ଗୀତା
/kanak/media/post_attachments/wp-content/uploads/2016/12/vlcsnap-2016-12-21-20h39m25s304.png)