ସନ୍ଦେହ କେତେ ବର୍ବରତା ! ସ୍ତ୍ରୀକୁ ହତ୍ୟା କରି ସ୍ତନ କାଟିଲେ ସ୍ୱାମୀ

69

ସମାଜ ଯେତେଯେତେ ଉନ୍ନତି କଲେବି ଲୋକେ ଏବେବି ନାରୀ ଉପରେ ନିଜର ପଶୁତ୍ୱ ଜାହିର କରୁଛନ୍ତି । ଏହାର ଏକ ନମୁନା ଦେଖିବାକୁ ମିଳିଛି । ସନ୍ଦେହ ଯେ କେତେ ବର୍ବରତା ହୋଇପାରେ ,ଏହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ମୁମ୍ବାଇର ଭିୱାଣ୍ଡି ଅଂଚଳରେ ଘଟିଛି ଏହି ଘଟଣା । ଜଣେ ସ୍ୱାମୀର ବର୍ବରତା ସୀମା ଟପିଯାଇଛି । ଏହି ବ୍ୟକ୍ତି ଅମାନୁଷିକ କାର୍ଯ୍ୟ ସମସ୍ତଙ୍କ ହୃଦୟ ଥରାଇଦେଇଛି । ନିଜ ପତ୍ନୀର ଅନ୍ୟ କାହା ସହ ଖରାପ ସଂପର୍କ ଥିବା ସନ୍ଦେହ କରି କରିଛନ୍ତି ହତ୍ୟା । ଆଉ ଏହା ସହ ସେହି ପତି ନିଜ ସ୍ତ୍ରୀର ସ୍ତନକୁ ବି କାଟିଦେଇଛନ୍ତି ।

ପୁଲିସର ସୂଚନାନୁସାରେ , ଦୁଇ ଦଂପତ୍ତି ମଧ୍ୟରେ ବୈବାହିକ ସମ୍ବନ୍ଧକୁ ନେଇ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଜଣକ ଛୁରୀରେ ସ୍ତ୍ରୀ ଆକ୍ରମଣ କରିଥିଲେ । ଏବଂ ତାଙ୍କର ସ୍ତନକୁ ବି କାଟି ଶରୀରରୁ ଅଲଗା କରିଦେଇଥିଲେ । ଗିରଫ ସ୍ୱାମୀକୁ ପୁଲିସର ଜେରାରେ ଜଣପଡିଥିଲା ସତ ।

ଏହାସହ ମଧ୍ୟ ପଢନ୍ତୁ – ଲୋଡା ପଡେନି ହୋମ ନିଅାଁ : ପାଣିକୁ ସାକ୍ଷି ରଖି ଏଠାରେ ଭାଇ ସହ ଭଉଣୀର ହୁଏ ବିବାହ!