/kanak/media/post_attachments/wp-content/uploads/2017/01/54762757.cms_-300x225.jpg) ଆମର ଦୈନନ୍ଦିନ ଅତ୍ୟାବଶ୍ୟକ ଜିନିଷ ପରି ମୋବାଇଲ ଫୋନ ବି ଏକ ପ୍ରମୁଖ ଭୂମିକା ସାଜିଲାଣି । ସ୍ମାର୍ଟଫୋନ ବିନା ଯେମିତି ଦିନ ଲାଗୁଛି ଅଧୁରା ଅଧୁରା । ନିଜର ସଂପର୍କୀୟଙ୍କ ସହ ଯୋଡି ରହିବା ପାଇଁ ଏହା ଏକ ଜରୁରୀ ବସ୍ତୁ ପାଲଟିଯାଇଛି । ସବୁବେଳେ ଏହାକୁ ସମସ୍ତେ ପାଖରେ ରଖିବାକୁ ପସନ୍ଦ କରୁଛନ୍ତି । ହେଲେ ଯେତେବେଳେ ଆମେ କୈାଣସି ଭିଡରେ ଯଥା ବସ୍ କିମ୍ବା ରେଳଗାଡିରେ ଯାତାୟାତ କରୁଛେ ଏହି ସ୍ମାର୍ଟଫୋନ ଚୋରି ହେବାର ଆଶଙ୍କ ବଢିଯାଇଥାଏ । ଫୋନଟିକୁ ସୁରକ୍ଷିତ ରଖିବାର ଏହି ଚିନ୍ତା ସମସ୍ତଙ୍କର ଥାଏ ।
ଆମର ଦୈନନ୍ଦିନ ଅତ୍ୟାବଶ୍ୟକ ଜିନିଷ ପରି ମୋବାଇଲ ଫୋନ ବି ଏକ ପ୍ରମୁଖ ଭୂମିକା ସାଜିଲାଣି । ସ୍ମାର୍ଟଫୋନ ବିନା ଯେମିତି ଦିନ ଲାଗୁଛି ଅଧୁରା ଅଧୁରା । ନିଜର ସଂପର୍କୀୟଙ୍କ ସହ ଯୋଡି ରହିବା ପାଇଁ ଏହା ଏକ ଜରୁରୀ ବସ୍ତୁ ପାଲଟିଯାଇଛି । ସବୁବେଳେ ଏହାକୁ ସମସ୍ତେ ପାଖରେ ରଖିବାକୁ ପସନ୍ଦ କରୁଛନ୍ତି । ହେଲେ ଯେତେବେଳେ ଆମେ କୈାଣସି ଭିଡରେ ଯଥା ବସ୍ କିମ୍ବା ରେଳଗାଡିରେ ଯାତାୟାତ କରୁଛେ ଏହି ସ୍ମାର୍ଟଫୋନ ଚୋରି ହେବାର ଆଶଙ୍କ ବଢିଯାଇଥାଏ । ଫୋନଟିକୁ ସୁରକ୍ଷିତ ରଖିବାର ଏହି ଚିନ୍ତା ସମସ୍ତଙ୍କର ଥାଏ ।
/kanak/media/post_attachments/wp-content/uploads/2017/01/shutterstock_1403792081-300x200.jpg) ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ହାତ ପାହାନ୍ତାରେ ସବୁ ସୁବିଧା ମିଳିବା ପରି ଫୋନ ସୁରକ୍ଷିତ ରଖିବା ପାଇଁ ରହିଛି ଅନେକ ବଢିଆ ଏପ୍ସ । ଯାହା ସାହାଯ୍ୟରେ ଆପଣ ସ୍ମାର୍ଟଫୋନକୁ ଚୋରି ହେବାରୁ ସୁରକ୍ଷିତ ରଖିପାରିବେ । ଆପଣ ସ୍ମାର୍ଟଫୋନଟିକୁ ଜଣେ ନେବା ପୂର୍ବରୁ ୧୦୦ ଥର ଭାବିବ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ହାତ ପାହାନ୍ତାରେ ସବୁ ସୁବିଧା ମିଳିବା ପରି ଫୋନ ସୁରକ୍ଷିତ ରଖିବା ପାଇଁ ରହିଛି ଅନେକ ବଢିଆ ଏପ୍ସ । ଯାହା ସାହାଯ୍ୟରେ ଆପଣ ସ୍ମାର୍ଟଫୋନକୁ ଚୋରି ହେବାରୁ ସୁରକ୍ଷିତ ରଖିପାରିବେ । ଆପଣ ସ୍ମାର୍ଟଫୋନଟିକୁ ଜଣେ ନେବା ପୂର୍ବରୁ ୧୦୦ ଥର ଭାବିବ ।
ଏହି ଏପ୍ସ , ଆଇଓଏସର ଏପ୍ସ ହେଉ ବା ଆଣ୍ଡ୍ରଏଡର । ଏଥିରେ ଆପଣଙ୍କୁ ଅନେକ ଏପ୍ସ ମିଳିଯିବ ଯାହା ମୋବାଇଲକୁ ଚୋରି ହେବାରୁ ବଂଚାଇପାରିବ । ଏହି ଏପ୍ସ ଗୁଡିକ ଜିଓ-ଲୋକେସନ ବ୍ୟବହାର କରନ୍ତି । ଯାହା ଚୋରି ହୋଇଯିବା ବା ହଜି ଯାଇଥିବା ଫୋନର ସ୍ଥାନକୁ ଟ୍ରାକ୍ କରିପାରିବେ । ସେଥି ମଧ୍ୟରୁ କିଛି ଏପ୍ସ ହେଲା - ଆଇ ହୁଣ୍ଡ , ଗଜେଟ୍ ଟ୍ରାକ୍ , ପ୍ରେ ,ସ୍ନୁକୋ .ମୋସନ ଆଲାର୍ମ । ଏହି ସବୁ ଏପ୍ସଗୁଡିକର ଫିଚର ଓ ଫଙ୍କସନିଂ ଭିନ୍ନ ଭିନ୍ନ ପ୍ରକାରର । ଏହି ଏପ୍ସ ଗୁଡିକୁ ଆପଣ ଗୁଗୁଲ ସର୍ଚ୍ଚରୁ ଡାଉନଲୋଡ କରି ଏହାର ଲାଭ ଉଠାଇ ପାରିବେ । ଏବଂ ସ୍ମାର୍ଟଫୋନକୁ ସୁରକ୍ଷିତ ବ୍ୟବହାର କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/shutterstock_mobile_theft_648.jpg)