ଆଇଓସିଏଲରେ ଭର୍ତ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି! ଶୀଘ୍ର କରନ୍ତୁ ଆବେଦନ

31

ଆଇଓସିଏଲରେ ଅନେକ ପବଦୀଗୁଡିକରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏଥିପାଇଁ ଜାରି ହୋଇଥିବା ବିଜ୍ଞାପନରେ ସୂଚିତ ହୋଇଥିବା ତଥ୍ୟ ଗୁଡିକ ହେଲା-

ପଦବୀ ନାମ: ଇଂଜିନିୟର ଆସିଷ୍ଟାଂଟ୍ ଏବଂ ଟେକନିକାଲ୍ସ ଆଟେଣ୍ଡାଂଟ୍

ପଦବୀ ସଂଖ୍ୟା: ୪୦

ବୟସ ସୀମା: ୧୮ରୁ ୨୬ ବର୍ଷ

ଶିକ୍ଷାଗତ ଯୋଗ୍ୟତା: ସମ୍ବର୍ଦ୍ଧିତ ଟ୍ରେଡରେ ୩ ବର୍ଷୀୟ ଆଇଟିଆଇ ଡିପ୍ଲୋମା ଏବଂ ଅନ୍ୟ ପଦବୀ ପାଇଁ ଭିନ୍ନ ଭିନ୍ନ ନିର୍ଦ୍ଧାରିତ ଯୋଗ୍ୟତା ରହିଛି

ଆବେଦନ ଶୁଳ୍କ: ସାଧାରଣ ଏବଂ ଓବିସି ବର୍ଗର ଆବେଦନକାରୀଙ୍କ ପାଇଁ ୧୦୦ ଟଙ୍କା
-ଅନ୍ୟ ସମସ୍ତ ପଛୁଆ ବର୍ଗର ଆବେଦନକାରୀଙ୍କ ପାଇଁ ଏହା ସଂପୂର୍ଣ୍ଣ ମାଗଣା ଅଟେ ।

ଆବେଦନ ପ୍ରକ୍ରିୟା: ବିଜ୍ଞାପିତ ପଦବୀରେ ଭର୍ତ୍ତି ହେବାକୁ ଆବେଦନ ପାଇଁ ଆଶାୟୀମାନେ ଦର୍ଶାଯାଇଥିବା ୱେବସାଇଟ୍ ତଥା ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଆଇଓସିଏଲ ଡଟ୍ କମକୁ ଯାଇ ଆବେଦନ କରିପାରିବେ । ଏଥିସହ ଆଶାୟୀମାନେ ଆଗାମୀ ପର୍ଯ୍ୟୟ ପାଇଁ ଆବେଦନ ପତ୍ରର ଏକ ନକଲ ନିଜ ପାଖରେ ରଖନ୍ତୁ ।
                                                                             ସୌଜନ୍ୟ: ଅମର ଉଜାଲା