ବ୍ୟାଙ୍କ ଜନିତ କୌଣସି ସମସ୍ୟାକୁ ନେଇ ଚିନ୍ତିତ କି ? ତେବେ ଏହି ଗୋଟିଏ ନମ୍ବର ଡାଏଲ କରିବା କ୍ଷଣି ମିଳିଯିବ ସବୁ ସମସ୍ୟାର ସମାଧାନ

82

ବ୍ୟାଙ୍କିଂକୁ ଇଂଟରନେଟ୍ ବ୍ୟାଙ୍କିଂ ଏବଂ ମୋବାଇଲ ବ୍ୟାଙ୍କିଂ ଜରିଆରେ ଆହୁରୀ ସରଳ କରାଯାଇପାରିବ । ଏହା ବ୍ୟତୀତ ଯଦି ଆପଣଙ୍କ ମୋବାଇଲ ନମ୍ବର ବ୍ୟାଙ୍କରେ ରେଜିଷ୍ଟର ରହିଛି ତେବେ ଆପଣଙ୍କୁ ଆପଣଙ୍କର ଆକାଉଂଟ୍ ସମ୍ବନ୍ଧିତ ସମସ୍ତ ତଥ୍ୟ ବ୍ୟାଙ୍କ ସୂଚିକ କରିବାରେ କୌଣସି କୁଣ୍ଠାବୋଧ କରିନପାରେ । ଖାଲି ସେତିକି ନୁହେଁ ଆପଣ ଚାହିଁଲେ ମୋବାଇଲ ବ୍ୟାଙ୍କିଂ ଏବଂ ଇଂଟରନେଟ ବ୍ୟାଙ୍କିଂ ମାଧ୍ୟମରେ ଆତି ସହଜରେ ନିଜର ବ୍ୟାଙ୍କ ଆକାଉଂଟର ବାଲାନ୍ସ ସମ୍ବନ୍ଧରେ ଜାଣିପାରିବେ । ହେଲେ ଏଥିପାଇଁ ଆପଣଙ୍କ ନିକଟରେ ଇଂଟରନେଟ୍ ସୁବିଧା ଥିବା ନିହାତି ଆବଶ୍ୟକ । ଯଦି ଆପଣଙ୍କ ପାଖରେ ଇଂଟରନେଟ୍ ସୁବିଧା ନଥାଏ ତେବେ ଆପଣ ଅନ୍ୟ ଏକ ଉପାୟରେ ବି ଆପଣଙ୍କର ବାଲାନ୍ସ ସଂପର୍କିତ ସୂଚନା ପାଇପାରିବେ ଆଉ ସେ ହେଲା ବ୍ୟାଙ୍କର ଟୋଲ ଫ୍ରି ନମ୍ବରରେ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବରରୁ କଲ କରି ।

ଆଜି ଆମେ ଆପଣଙ୍କୁ ଏଭଳି ଏକ ତରିକା ସଂପର୍କରେ ଅବଗତ କରାଇ ବାକୁ ଯାଉଛୁ ଯାହା ଦ୍ୱାରା ଆପଣ ଘରେ ବସି ଅତି ସହଜରେ କୌଣସି ବି ବ୍ୟାଙ୍କରେ ଥିବା ନିଜ ଖାତାର ବାଲାନ୍ସ ଚେକ୍ କରିପାରିବେ । ଆଉ ସେ ପୁଣି କେବଳ ନିଜର ରେଜିଷ୍ଟର୍ଡ ମୋବାଇଲ ନମ୍ବରରୁ ଗୋଟିଏ ନମ୍ବର ଡାଏଲ କରି । ଯେତେବେଳେ ଆପଣ ପ୍ରଥମ ଥର ଏହି କୋଡକୁ ଡାଏଲ କରି ନିଜର ଡିଟେଲ୍ସ ମାଗିବେ ତେବେ ସେତେବେଳେ ଆପଣଙ୍କୁ ବି କିଛି ଡିଟେଲ୍ସ ସେଠାରେ ଦେବାକୁ ପଡିବ । ଯେପରିକି, ବ୍ୟାଙ୍କର ନାଁ, କାର୍ଡ ନମ୍ବର ଇତ୍ୟାଦି । ଏହାପରେ ଯେବେବି ବ୍ୟାଙ୍କ ଡିଟେଲ୍ସ ଚେକ୍ କରିବେ ଆପଣଙ୍କୁ ପୁଣି ଥରେ ଆଉ ଏହି ତଥ୍ୟ ଦେବାକୁ ପଡିବ ନାହିଁ । ତେବେ ଆସନ୍ତୁ ଜାଣିବା ।

State Bank of India – * 99* 41#

Punjab National Bank – * 99* 42#

HDFC Bank – * 99* 43#

ICICI Bank – * 99* 44#

AXIS Bank – * 99* 45#

Canara Bank – * 99* 46#

Bank Of India – * 99* 47#

Bank of Baroda – * 99* 48#

IDBI Bank –* 99* 49#

Union Bank of India – * 99* 50#

Central Bank of India – * 99* 51#

India Overseas Bank – * 99* 52#

Oriental Bank of Commerce – * 99* 53#

Allahabad Bank – * 99* 54#

Syndicate Bank – * 99* 55#

UCO Bank – * 99* 56#

Corporation Bank – * 99* 57#

Indian Bank – * 99* 58#

Andhra Bank – * 99* 59#

Bank of Maharashtra – * 99* 61#

United Bank of India – * 99* 63#

Vijaya Bank – * 99* 64#

Dena Bank – * 99* 65#

Yes Bank – * 99* 66#

Kotak Mahindra Bank – * 99* 68#

IndusInd Bank – * 99* 69#

Punjab and Sind Bank – * 99* 71#

Federal Bank – * 99* 72#

South Indian Bank – * 99* 74#

Karur Vysya Bank – * 99* 75#

Karnataka Bank – * 99* 76#

Tamilnad Mercantile Bank * 99* 77#

DCB Bank – * 99* 78#

Ratnakar Bank – * 99* 79#

Nainital Bank – * 99* 80#

Janata Sahakari Bank – * 99* 81#

Mehsana Urban CoOperative Bank – * 99* 82#

NKGSB Bank – * 99* 83#

Saraswat Bank – * 99* 84#

Apna Sahakari Bank – * 99* 85#

Bhartiya Mahila Bank – * 99* 86#

Abhyudaya CoOperative Bank – * 99* 87#

Punjab & Maharashtra Cooperative Bank – * 99* 88#

Hasti CoOperative Bank – * 99* 89#

Gujarat State CoOperative Bank – * 99* 90#

Kalupur Commercial CoOperative Bank – * 99* 91#