ସୋର : ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ମାଡ ମାରିଛନ୍ତି ରୋଗୀଙ୍କ ସଂପର୍କୀୟ। ଡାକ୍ତର ଦେବାଶିଷ ନାୟକଙ୍କୁ ସେମାନେ ମାଡ ମାରିଛନ୍ତି। ଡାକ୍ତର ଗୁରୁତର ଥିବା ସୂଚନା। ଅନ୍ୟ ପଟେ ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ କରିଛି ପୋଲିସ। ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭାବନୀୟ ଘଟଣା : ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ମାଡ
/kanak/media/post_attachments/wp-content/uploads/2016/08/vlcsnap-2016-08-20-09h42m48s422.png)