କନକ ବ୍ୟୁରୋ : ସୁବର୍ଣ୍ଣପୁର ବୀରମହାରାଜପୁରରେ ଅଭାବନୀୟ କାଣ୍ଡ । ଜଣେ ଯୁବତୀଙ୍କ ତଂଟିଚିପି କୂଅରେ ପକାଇ ଦେଇଛନ୍ତି ପ୍ରେମିକ । ଯୁବତୀ ଜଣକ ମୃତ ଭାବି ଘଟଣାସ୍ଥଳରୁ ଫେରାର ହୋଇଛି ଅଭିଯୁକ୍ତ । ତେବେ ଯୁବତୀଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ପରିବାର ଲୋକ ଏ ନେଇ ଅଭିଯୋଗ କରିବା ପରେ ପୁଲିସ ପୀଡିତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଛି ।
ସୁବର୍ଣ୍ଣପୁର ବୀରମହାରାଜପୁରରେ ଅଭାବନୀୟ କାଣ୍ଡ ! ପ୍ରେମିକାଙ୍କ ତଂଟିଚିପି କୂଅରେ ପକାଇ ଦେଲେ ପ୍ରେମିକ
/kanak/media/post_attachments/wp-content/uploads/2017/04/sonepur.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)