କନକ ବ୍ୟୁରୋ : ଡ୍ରେନରୁ ମିଳିଲା ନିଖୋଜ ଶିଶୁ ପୁତ୍ରର ମୃତଦେହ । ସମ୍ବଲପୁର ଏନ୍ ଗୁହାଲେନ ଅଂଚଳରୁ ୬ ବର୍ଷର ଶିଶୁ ପୁତ୍ରର ମୃତଦେହ ମିଳିଛି । ୩ ଦିନ ହେବ ବାହାଲପଡା ଅଂଚଳରୁ ଶିଶୁଟି ନିଖୋଜ ଥିଲା । ଶିଶୁଟିକୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଜିଏମ କଲେଜ ଛକରେ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଛନ୍ତି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-28-11h05m23s602.png)