ପିଏମ୍ ନରେନ୍ଦ୍ର ମୋଦିଙ୍କ ସଫଳତା ନେଇ ସେଲିବ୍ରିଟିଙ୍କ ଶୁଭେଚ୍ଛାର ସୁଅ ଛୁଟିଛି । ମୋଦ ବାରଣାସିରୁ ବିଜୟଲାଭ କରିବା ପରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପାକ୍ ପ୍ରାଧାନମନ୍ତ୍ରୀ, ଇସ୍ରାଇଲ ପ୍ରଧାନମନ୍ତ୍ରୀଙ୍କ ପରେ ଏବେ ସେଲିବ୍ରିଟିଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ମୋଦିଙ୍କ ନିକଟକୁ । ମୋଦିଙ୍କ ସଫଳତା ନେଇ ସଲମାନ୍ ଖାନ ଜଣାଇଲେ ଅଭିନନ୍ଦନ ।
ସେପଟେ ଶିଲ୍ପା ସେଠୀ ମୋଦିଙ୍କୁ ଭିନ୍ନ ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି । ଶିଲ୍ପା ସେଠୀ ମୋଦିଙ୍କୁ ‘ନମଷ୍କାର ପ୍ରଣାମ’ କହି ଅଭିନନ୍ଦନ ଜଣାଇଛନ୍ତି । ଠିକ ସେହିଭଳି ବଲିଉଡର ନାମିଦାମି ହିରୋଇନ୍ କଙ୍ଗନା ମଧ୍ୟ ମୋଦିଙ୍କ ଜିତକୁ ନେଇ ତାଙ୍କ ପରିବାରଙ୍କ ସହିତ ଉତ୍ସବ ମନାଇଛିନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/salman_kahn_1024_1558621464_618x347.jpeg)