ବିଗତ ଦିନର ରିୟଲ ଲାଇଫ ଯୋଡି ସଲମାନ ଖାନ ଓ ସଙ୍ଗୀତା ବିଜଲାନୀ ସିଲଭର ସ୍କ୍ରିନରେ ଏକାଠି ଦେଖାଯାଇପାରନ୍ତି । ତେଲଗୁ ଫିଲ୍ମ କସନମର ହିନ୍ଦୀ ରିମେକରେ ସଲମାନ ଓ ସଙ୍ଗୀତାଙ୍କୁ ସାଇନ କରେଇପାରନ୍ତି ପ୍ରଯୋଜକ ସାଜିଦ ନାଡିଆୱାଲା । ଏହାକୁ ନେଇ ଉଭୟ ସଙ୍ଗୀତା ଓ ସଲମାନଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
ପୁଣି ସଲମାନ-ସଙ୍ଗୀତା ଏକାଠି
/kanak/media/post_attachments/wp-content/uploads/2016/04/salman-khan-sangeeta-bijlani-110814.jpg)