କନକ ବ୍ୟୁରୋ : କେନ୍ଦୁଝରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟାଉନ ଥାନା ଶିରିସପାଳ ୨୦ ନମ୍ବର ଜାତୀୟ ରାଜପଥରେ ଦୁଇଟି ଟ୍ରକ ମଧ୍ୟରେ ଧକ୍କା ହୋଇଛି । ରାସ୍ତା କଡରେ ଠିଆ ହୋଇଥିବା ଏକ ୧୨ ଚକିଆ ଟ୍ରକକୁ ପଛପଟୁ ଧକ୍କା ଦେଇଛି ୧୪ ଚକିଆ ଟ୍ରକ । ଘଟଣାସ୍ଥଳରେ ଧକ୍କା ଦେଇଥିବା ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ହେଲପର୍ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ।
କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପିଟିଲା ଟ୍ରକ, ଜଣେ ମୃତ, ଜଣେ ଗୁରୁତର ।
/kanak/media/post_attachments/wp-content/uploads/2019/11/road-accident-.jpg)