ଭିଜିଲାନ୍ସ ଜାଲରେ ରାଜସ୍ୱ ବିଭାଗ ଆସିଷ୍ଟାଂଟ କଲେକ୍ଟର

38

ଭିଜିଲାନ୍ସ ଜାଲରେ ରାଜସ୍ୱ ବିଭାଗର ଅଧିକାରୀ । ରାଉରକେଲା ରାଜସ୍ୱ ବିଭାଗ ଆସିଷ୍ଟାଂଟ କଲେକ୍ଟର ଗୋଲକ ବିହାରୀ ମଙ୍ଗରାଜଙ୍କ ଘରେ ଭିଜିଲାନ୍ସ ଚଢାଉ କରିିଛି । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଏହି ରେଡ୍ ହୋଇଛି । ରାଉରକେଲା ବାସନ୍ତୀନଗର ଘର ସମେତ ଖୋର୍ଦ୍ଧା ବାଣପୁରରେ ଥିବା ପୈତୃକ ଘର ଓ ନୟାଗଡ ମୟୁରଝାଲିଆ ଶ୍ୱଶୁର ଘରେ ଏକକାଳୀନ ଚଢାଉ ଚାଲିଛି ।