ଅଭିନେତା ରଣବୀର କପୁର ଆଲିଆ ଭଟ୍ଟଙ୍କୁ ପ୍ରଶଂସା କରିବା ଭଳି ଏକ କଥା କହିଛନ୍ତି । ଆଲିଆ ହେଉଛନ୍ତି ଆଜିକା ସମୟର ଅମିତାଭ ବଚ୍ଚନ । ଏହା ଛଡା ରଣବୀର ୨୦୧୪ରେ ରିଲିଜ ହୋଇଥିବା ଫିଲ୍ମ ‘ହାଇୱେ’ ,ଆଲିଆଙ୍କ ସବୁଠୁ ପ୍ରଭାବଶାଳୀ ଫିଲ୍ମ ଥିଲା ବୋଲି କହିଛନ୍ତି ।
ରଣବୀର ଏସବୁ କଥା ଲୋକମତ ମହାରାଷ୍ଟ୍ରୀୟନ୍ ଆୱାର୍ଡ ସେରେମନି ବେଳେ କହିଛନ୍ତି । ଯେଉଁଥିରେ ଆଲିଆଙ୍କୁ ‘ଆଉଟଷ୍ଟାଡିଂ ଏଣ୍ଟରଟେନ୍ ଅଫ୍ ଦ ଇୟର’ ପୁରସ୍କାର ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/ranbir.jpg)