ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର-ପୁରୀ ରାସ୍ତାରେ ପଟ୍ଟନାଇକିଆ ଛକରେ ଘଟିଥିବା ଲୁଟ ଓ ଗୁଳିମାଡ ଘଟଣା ଭିନ୍ନ ମୋଡ ନେଉଛି । ଗତକାଲି ମଟର ସାଇକେଲରେ ପୁରୀ ଯାଉଥିବା ବେଳେ ଦୁର୍ବୃତଙ୍କ ଗୁଳିରେ ମନୋରଂଜନ ବେହେରାଙ୍କର ମୃତ୍ୟୁ ଘଟିଥିବା ବେଳେ ରେଣୁବାଳା ବେହେରା ଗୁରୁତର ଆହତ ହୋଇଥିଲେ । ଦୁଇ ଜଣ ସ୍ୱାମୀ-ସ୍ତ୍ରୀ ନୁହଁନ୍ତି ବୋଲି ରେଣୁବାଳାଙ୍କୁ ଜେରା କରିବା ପରେ ପୁଲିସ ସ୍ପଷ୍ଟ କରିଛି । ପୁରୀ ପଟ୍ଟନାଇକିଆ ଛକରେ ଗୁଳିମାଡ ଘଟଣାରେ ରେଣୁବାଳାଙ୍କ ସ୍ୱାମୀଙ୍କୁ ହେପାଜତରେ ନେଲା ପୁଲିସ ।
ପୁରୀ ପଟ୍ଟନାଇକିଆ ଛକରେ ଗୁଳିମାଡ ଘଟଣା : ରେଣୁବାଳାଙ୍କ ସ୍ୱାମୀଙ୍କୁ ହେପାଜତରେ ନେଲା ପୁଲିସ
/kanak/media/post_attachments/wp-content/uploads/2016/06/BREAKING-PLATE-FOR-WEBSITE.jpg)