ଯୁବପିଢୀଙ୍କ ମଧ୍ୟରେ ଝଡ ପରି ବ୍ୟାପୁଛି ଏହି ଭୟଙ୍କର ରୋଗ ! ସମୟ ଥାଉ ଥାଉ ତୁରନ୍ତ ଚିକିତ୍ସା କରନ୍ତୁ ନଚେତ୍ ଭୋଗିବାକୁ ପଡିବ ଏଭଳି ସମସ୍ୟା ।

ବେଳେବେଳେ ଏହି ରୋଗ ଏତେ ଭୟଙ୍କର ହୋଇଥାଏ ଯେ ଏହାର ଚିକିତ୍ସା ମଧ୍ୟ ସମ୍ଭବ ହୋଇନଥାଏ ।

1,599

ଆଜିର ସମୟରେ ଯୁବପିଢୀ ବାହାର ଖାଇବା ତଥା ଚଟପଟି ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଏହାପରେ ତାଙ୍କୁ ଭିନ୍ନ ଭିନ୍ନ ପ୍ରକାରର ରୋଗ ମଧ୍ୟ ହୋଇଥାଏ । ବେଳେବେଳେ ଏହି ରୋଗ ଏତେ ଭୟଙ୍କର ହୋଇଥାଏ ଯେ ଏହାର ଚିକିତ୍ସା ମଧ୍ୟ ସମ୍ଭବ ହୋଇନଥାଏ । ଯେଉଁଥିପାଇଁ ଲୋକେ ବାରମ୍ବାର ଡାକ୍ତରଖାନାର ଚକ୍କର ଲଗାଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହିଭଳି ଏକ ରୋଗ କଥା କହିବାକୁ ଯାଉଛୁ ଯାହା ବର୍ତ୍ତମାନ ଝଡ ପରି ଯୁବପିଢୀଙ୍କ ଭିତରେ ଦେଖିବାକୁ ମିଳୁଛି । ଏହା ଏକ ଏଭଳି ରୋଗ ଯାହାକୁ ସାମ୍ନା କରିବା ବହୁତ କଷ୍ଟକର । ତେବେ ଆସନ୍ତୁ ଜାଣିବା ଏହି ରୋଗ ବିଷୟରେ କିଛି ।

ପ୍ରୋଟେଷ୍ଟ ରୋଗ ନାମକ ଏହି ରୋଗ ଅଧିକାଂଶ ୪୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ ଭିତରେ ଦେଖାଯାଇଥାଏ । କିନ୍ତୁ ବର୍ତ୍ତମାନ କମ୍ ବୟସ୍କ ଯୁବକ ମଧ୍ୟ ଏହି ରୋଗ କବଳରେ ରହିଛନ୍ତି । କୁହାଯାଏ ଯେ ଏହି ରୋଗ ଯେଉଁ ଲୋକଙ୍କୁ ହୋଇଯାଏ ତାହାକୁ ଖୁବଶୀଘ୍ର ଏହାର ଚିକିତ୍ସା କରିବା ଆବଶ୍ୟକ ।

ଏହି ରୋଗକୁ ପ୍ରୋଟେଷ୍ଟ କ୍ୟାନ୍ସର କୁହାଯାଏ ଯାହାର ଲକ୍ଷଣ ହେଉଛି ପରିସ୍ରା ଯିବା ସମୟରେ ଜ୍ୱଳନ ଅନୁଭବ କରିବା,ପରିସ୍ରା ସାଧାରଣ ଅପେକ୍ଷା ଅଧିକ ଗନ୍ଧ ହେବା ଏବଂ ବାରମ୍ବାର ପରିସ୍ରା ହେବା । ତେବେ ଆପଣଙ୍କୁ ବି ସତର୍କ କରିଦେଉଛୁ ଯେ ଆପଣ ବି ଯଦି ଏଭଳି ସଂକେତ ଅନୁଭବ କରୁଛନ୍ତି ତେବେ ଡେରି ନକରି ଏହାର ଚିକିତ୍ସା କରନ୍ତୁ । ଏହି ରୋଗର ଆଉ ଏକ ଲକ୍ଷଣ ହେଉଛି ରୋଗୀକୁ ପରିସ୍ରା ଲାଗିବା ବେଳେ ସେ ବାଥରୁମ୍ ଯାଏ କିନ୍ତୁ ବାଥରୁମ୍ ରେ ପରିସ୍ରା ହୁଏନାହିଁ । ତେଣୁ ନିଜ ସୁରକ୍ଷା ନିଜ ହାତରେ । ଏଭଳି ରୋଗ ଦେଖାଦେଉଥିଲେ ଜଲଦି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।