ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା। ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ । ମାମଲା ରୁଜୁ କଲା କମିଶନରେଟ ପୁଲିସ୍ । ଆଇପିସି ଦଫା ୩୦୯ରେ ମାମଲା ରୁଜୁ ।
ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା : ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ କଲା କମିଶନରେଟ ପୁଲିସ୍
/kanak/media/post_attachments/wp-content/uploads/2016/07/PRADIP_00000.jpg)