କନକ ବ୍ୟୁରୋ : ଜୁଲାଇ ୫ରେ ଭୁବନେଶ୍ୱରରେ ଆରମ୍ଭ ହେବ ଏସିଆନ୍ ଆଥଲେଟିକ୍ ମିଟ୍ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମ ପୂରା ପ୍ରସ୍ତୁତ । ପ୍ରତିଯୋଗିତା ଲାଗି ବିଭିନ୍ନ ଦେଶର ଖେଳାଳି ପ୍ରାୟ ପହଂଚିସାରିଲେଣି । ୧୬ ଜଣିଆ ଭାରତୀୟ ଦଳ ମଧ୍ୟ ଭୁବନେଶ୍ୱରରେ ପଂହଚିସାରିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ୭ ଜଣ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଜଣ ଆଥଲେଟ୍ ପହଁଚିଛନ୍ତି । କଳିଙ୍ଗ ଷ୍ଟାଡିଅମରେ ଚାଲିଛି ଅଭ୍ୟାସ । ବିଭିନ୍ନ ଦଳର ଆଥଲେଟ୍ ଟ୍ରାକରେ ଝାଳବୁହା ଅଭ୍ୟାସ କରୁଛନ୍ତି । ପ୍ରତିଯୋଗିତାରେ ଓଡ଼ିଆ ଖେଳାଳିଙ୍କଠାରୁ ଭଲ ପ୍ରଦର୍ଶନ ଆଶା ରଖାଯାଇଛି ।
ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/players.jpg)