ପାରାଦୀପ: ପାରାଦୀପରେ ଗୁଳିକାଣ୍ଡ । ତାରିଣୀଗୁଡାରେ ଦୁଇ ଶ୍ରମିକନେତାଙ୍କୁ ଗୁଳି କରାଯାଇଛି । ଦୁଇ ଶ୍ରମିକନେତା ହେଲେ ଜ୍ୟୋତିକାନ୍ତ ପରିଡା ଏବଂ ଆଶୁତୋଷ ସ୍ୱାଇଁ । ସେମାନେ ତାରିଣୀଗୁଡାରେ ଠିଆ ହୋଇଥିବା ବେଳେ ବାଇକରେ ଦୁଇ ଜଣ ଆସି ତାଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି । ଜ୍ୟୋତିକାନ୍ତଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଆଶୁତୋଷଙ୍କ ବେକରେ ଲାଗିଛି ଗୁଳି । ଉଭୟଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁଳିକାଣ୍ଡକୁ ନେଇ ପାରାଦୀପରେ ତୀବ୍ର ଉତେଜନା ପ୍ରକାଶ ପାଇଛି ।
ପାରାଦୀପରେ ଗୁଳିକାଣ୍ଡ : ଶ୍ରମିକ ନେତାଙ୍କୁ ବାଇକରେ ଆସି ଗୁଳି ମାଡ କଲେ ଦୁର୍ବୃତ
/kanak/media/post_attachments/wp-content/uploads/2016/05/Screen-shot-2016-05-30-at-8.28.46-AM.png)