ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଧୀରେ ଧୀରେ ପଦାରେ ପଡୁଛି ଚର୍ଚ୍ଚିତ କମେଡିଆନ୍ ପପୁ ପମପମଙ୍କ ଅସଲି ଚେହେରା । ଗତକାଲି ଜଣେ ଅଭିନେତ୍ରୀ ପପୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଆଜି ସେହି ଅଭିନେତ୍ରୀ ଜଣକ ଏକ ଭିଡିଓ ପଠାଇ ନିଜ ଅଭିଯୋଗକୁ ଆହୁରି ଶାଣିତ କରିଛନ୍ତି । ଦେଖନ୍ତୁ କନକ ନ୍ୟୁଜର ଏକ୍ସକ୍ଲୁସିଭ୍ ରିପୋର୍ଟ ।
ଖୋଲୁଛି ପପୁଙ୍କ ପାପ ପେଡି : ଫୋନ୍ ଯୋଗେ ଅଭିଯୋଗ ପରେ ଭିଡିଓ ପଠାଇଲେ ଅଭିନେତ୍ରୀ
/kanak/media/post_attachments/wp-content/uploads/2016/06/vlcsnap-2016-06-22-18h13m54s033.png)