ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଲିଉଡ୍ ଅଭିନେତା ପପୁ ପମପମଙ୍କ ନାଁରେ ସାଙ୍ଘାତିକ୍ ଅଭିଯୋଗ । ପପୁଙ୍କ ନାଁରେ ସିଧାସଳଖ ଅଭିଯୋଗ ଆଣିଛନ୍ତି ଓଲିଉଡର ଜଣେ ଅଭିନେତ୍ରୀ । ପପୁଙ୍କ ଚିଟଫଣ୍ଡ ଲିଙ୍କ ନେଇ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କ ବିରୋଧରେ ଆସିଛି ସଂଗୀନ୍ ଅଭିଯୋଗ । ଅଭିନେତ୍ରୀ ଜଣକ ନିଜ ନାମ ଓ ପରିଚୟ ଗୋପନ ରଖିବାକୁ ଅନୁରୋଧ କରି, ଫୋନ୍ ଯୋଗେ ଜନକ ନ୍ୟୁଜକୁ କହିଛନ୍ତି କେମିତି ଟେଲିଭିଜନ ଓ ଫିଲ୍ମରେ ବ୍ରେକ୍ ଦେବା ନାଁରେ ପପୁ ତାଙ୍କ ଭାବାବେଗ ସହ ଖେଳିଥିଲେ । ଦେଖନ୍ତୁ କନକ ନ୍ୟୁଜର ଏକ୍ସକ୍ଲୁସିଭ୍ ରିପୋର୍ଟ ।
ସେପଟେ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ମୁନା ଖାଁ । କହିଛନ୍ତି ଅଭିଯୋଗ ସତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/06/vlcsnap-2016-06-21-18h35m10s648.png)