ମହିଳା ଥାନାରେ ପପୁଙ୍କ ନାଁରେ ପୁଣି ଅଭିଯୋଗ : ୧୨ ଘଂଟା ମଧ୍ୟରେ ଗିରଫ ଦାବି

0

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ମହିଳା ଥାନାରେ ପପୁଙ୍କ ନାଁରେ ପୁଣି ଅଭିଯୋଗ । ଅଭିଯୋଗ ଆଣିଲା ବିଜେପି ମହିଳା ମୋର୍ଚ୍ଚା । ୧୨ ଘଂଟା ମଧ୍ୟରେ ଗିରଫ ଦାବି ।

Comments are closed.