ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କେମିତି ଫସିଥିଲେ ପପୁ । କାଷ୍ଟିଂ କାଉଚରେ ସଂପୃକ୍ତ ଅଛନ୍ତି ପପୁ । ଏକଥା ପ୍ରଥମେ କନକ ନ୍ୟୁଜରେ ପ୍ରମାଣ ସହ ପ୍ରସାରିତ ହୋଇଥିଲା । ଜଣେ ଅଭିନେତ୍ରୀ ନିଜ ନାଁକୁ ଗୋପନ ରଖି ସିଧାସଳଖ ପପୁଙ୍କ ବିରୋଧରେ ଆଣିଥିଲେ ସଂଗୀନ ଅଭିଯୋଗ । ଏହାପରେ ଜଣେ ନାବାଳିକାଙ୍କ ଅଭିଯୋଗ ପପୁଙ୍କ ପାଇଁ କାଳ ହୋଇଥିଲା । ଦେଖନ୍ତୁ ପୁରା ଘଟଣାକ୍ରମ ।
କେମିତି ଫସିଥିଲେ ପପୁ ! ପୁରା ଘଟଣାକ୍ରମ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ
/kanak/media/post_attachments/wp-content/uploads/2016/06/vlcsnap-2016-06-30-18h01m33s297.png)