କେମିତି ଫସିଥିଲେ ପପୁ ! ପୁରା ଘଟଣାକ୍ରମ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ

2

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କେମିତି ଫସିଥିଲେ ପପୁ । କାଷ୍ଟିଂ କାଉଚରେ ସଂପୃକ୍ତ ଅଛନ୍ତି ପପୁ । ଏକଥା ପ୍ରଥମେ କନକ ନ୍ୟୁଜରେ ପ୍ରମାଣ ସହ ପ୍ରସାରିତ ହୋଇଥିଲା । ଜଣେ ଅଭିନେତ୍ରୀ ନିଜ ନାଁକୁ ଗୋପନ ରଖି ସିଧାସଳଖ ପପୁଙ୍କ ବିରୋଧରେ ଆଣିଥିଲେ ସଂଗୀନ ଅଭିଯୋଗ । ଏହାପରେ ଜଣେ ନାବାଳିକାଙ୍କ ଅଭିଯୋଗ ପପୁଙ୍କ ପାଇଁ କାଳ ହୋଇଥିଲା । ଦେଖନ୍ତୁ ପୁରା ଘଟଣାକ୍ରମ ।

Comments are closed.