କନକ ବ୍ୟୁରୋ : ଆଠଗଡ ବ୍ଲକ ୧ ନମ୍ବର ଜୋନର ୧୪ ନମ୍ବର ୱାର୍ଡ ପାଇଁ ପୁଣି ମତଦାନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଏଠାରେ ୧୬୪ ଜଣ ଭୋଟର ଥିବା ବେଳେ ୧୬୦ ଜଣ ଭୋଟ ଦେଇଛନ୍ତି । ତେବେ ସ୍ଥାନୀୟ ଭୋଟରଙ୍କ ମଧ୍ୟରୁ ବେଶ୍ କିଛି ବ୍ୟକ୍ତି ରାଜ୍ୟ ବାହାରେ କାମ କରୁଛନ୍ତି ଏବଂ ଘରକୁ ଆସିନଥିବା ବେଳେ ତାଙ୍କ ନାଁରେ ମଧ୍ୟ ଭୋଟ ଦିଆଯାଇଥିବା ଅଭିଯୋଗ ଆସିଛି । ଏହି ବୁଥ୍ରେ ବିଜେଡି କର୍ମୀ ଜୋର ଜବରଦସ୍ତ ଭୋଟ ଦେଇଥିବା ଅଭିଯୋଗ ହୋଇଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-20-08h26m44s135.png)