ବିନା ସୁପାରିସରେ ପଦ୍ମଶ୍ରୀ

26

ପଶ୍ଚିମଓଡିଶାର ପ୍ରଚଣ୍ଡ କାବ୍ୟ ପ୍ରତିଭାର ଅଧିକାରୀ ହେଲେ ଲୋକକବି ହଳଧର ନାଗ୍ । କବିର ପ୍ରତିଭା ଓ କଳ୍ପନାର ଏକ ଅପୂର୍ବ ବିଭୂତିର ଅନ୍ୟନାମ କବି ହଳଧର ନାଗ୍ । ଜୀବନର ଉଚ୍ଚାନିଚା ରାସ୍ତା ଦେଇ ସେ ଆଜି ପହଂଚିଛନ୍ତି ସଫଳତାର ଶୀର୍ଷରେ । ସେଇ ପଖାଳ ଖିଆ ମଣିଷଟି ଆଜି ପଦ୍ମଶ୍ରୀ ଉପାଧିରେ ଭୁଷିତ । ତେବେ ଯେଉଁ ହଳଧର ନାଗଙ୍କ ପାଇଁ ଆଜି ସାରା ଓଡିଶା ଗର୍ବ କରୁଛି ତାଙ୍କ ନାଁ ପଦ୍ମ ସମ୍ମାନ ପାଇଁ ସୁପାରିସ ମଧ୍ୟ କରାଯାଇ ନଥିଲା । ଓଡିଶା ସରକାର ଯେଉଁ ୩୦ ଜଣଙ୍କ ନାଁ ସୁପାରିସ କରିଥିଲେ ତାହା ମଧ୍ୟରେ କିନ୍ତୁ ନଥିଲା ହଳଧରଙ୍କ ନାଁ । କନକ ଏକ୍ସକ୍ଲୁସିଭରେ ଦେଖନ୍ତୁ ବିନା ସୁପାରିସରେ ପଦ୍ମଶ୍ରୀ ।

ଅଧିକ ତଥ୍ୟ ପାଇଁ ଦେଖନ୍ତୁ :