ବାଲେଶ୍ୱର : ଓସ୍କାର ସହ ପପୁ ପମପମଙ୍କ ଲିଙ୍କ ପରେ ତେଜିଲା ଅସନ୍ତୋଷ । ଚିଟଫଣ୍ଡ ଟଙ୍କାରେ ଫିଲ୍ମ ତିଆରି ହୋଇଥିବା ଅଭିଯୋଗ ପରେ କଂଗ୍ରେସ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ବାଲେଶ୍ୱରରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ କମେଡିଆନ ପପୁ ପମପମଙ୍କ ପୋଷ୍ଟର ପୋଡାଯାଇଛି । ପପୁ ପମପମ ଓ ରାଜ୍ୟ ସରକାରଙ୍କ ବିରୋଧରେ ଛାତ୍ର କଂଗ୍ରେସ ପକ୍ଷରୁ ନାରାବାଜି ଦିଆଯାଇଛି ।
ଓସ୍କାର ସହ ପପୁ ପମପମଙ୍କ ଲିଙ୍କ ପରେ ତେଜିଲା ଅସନ୍ତୋଷ : ବାଲେଶ୍ୱରରେ ପୋଷ୍ଟର ପୋଡିଲେ ଛାତ୍ର କଂଗ୍ରେସ
/kanak/media/post_attachments/wp-content/uploads/2016/06/vlcsnap-2016-06-23-12h23m28s070.png)