ଷ୍ଟାର ସନ୍ ବାବୁସାନଙ୍କ ସହ ସାକ୍ଷାତକାର

95

କେତେବେଳ ସେ ଖେଳନ୍ତି ଲୁଚକାଳି ଆଉ କେତେବେଳେ ରୋମିଓ – ଦ ଲଭର ବୟ ହୋଇ ବନି ଯାଇଛନ୍ତି ସଞ୍ଜନାଙ୍କ ସଞ୍ଜୁ । ଆଉ ଏବେ ଏହି ଜବରଦସ୍ତ ପ୍ରେମିକ, ଲଭ ମାଷ୍ଟର ହୋଇ ଆସି ପହଂଚିଛନ୍ତି ଲଭ୍ ଷ୍ଟେସନରେ । ତେବେ ବିର୍ତମାନ ଚିଟଫଣ୍ଡ ପ୍ରସଙ୍ଗରେ ବିବାଦୀୟ ହୋଇ ପଡିଛନ୍ତି ଓଲିଉଡର କିଛି ନାମୀଦାମୀ କଳାକାର । ଆଉ ଏହି ଚିଟଫଣ୍ଡ ଟଙ୍କାରେ ନିର୍ମିତ ଫିଲ୍ମ ତୋ ଆଖିରେ ମୁଁ ରେ ଅଭିନୟ କରିଥିଲେ ଷ୍ଟାର ସନ୍ ବାବୁସାନ୍ । ତେବେ ଚିଟଫଣ୍ଡ ସହ ଓଲିଉଡ ଓ ତାଙ୍କ ସଂପର୍କକୁ ନେଇ କଣ କୁହନ୍ତି ଏହି ସୁପର ମିଛୁଆ ଦେଖନ୍ତୁ ଏହି ଭିଡିଓରେ : –