ଓମଫେଡ୍ ପ୍ରସଙ୍ଗ

50

ବର୍ତମାନ ଓମଫେଡ୍ ଓ ଦୁଗ୍ଧ ଚାଷୀ ଏକପ୍ରକାର ମୁହାଁମୁହିଁ ହୋଇଛନ୍ତି । ପୁରୀ ରେ କ୍ଷୀର ଢାଳି ଦୁଗ୍ଧ ଚାଷୀ ମାନେ ବିକ୍ଷୋପ ପ୍ରଦର୍ଶନ କରିଥିଲେ କାରଣ ଓମଫେଡ୍ କ୍ଷୀର ସଂଗ୍ରହ କରିବାର ପ୍ରକ୍ରିୟା କୁ କମାଇ ଦେଇଥିଲା । କିନ୍ତୁ ଏହାରି ଭିତରେ ଗୋଟିଏ କଥା ସାମ୍ନାକୁ ଆସିଛି ଯେ ଓମଫେଡ୍ କ୍ଷୀରର ଗୁଣାତ୍ମକ ମାନ ଉପରେ ବେଶୀ ଦୃଷ୍ଟି ଦେଉଛି ତେଣୁ କ୍ଷୀର ସଂଗ୍ରହର ପ୍ରକ୍ରିୟା ହୁଏତ ବାଧାପ୍ରାପ୍ତ ହୋଇପାରେ, ଯାହାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି । ଅପରପକ୍ଷରେ ଆଉ ଗୋଟିଏ ଅଭିଯୋଗ ମଧ୍ୟ ଆସୁଛି ଯେ କେତେକ ନିର୍ଦ୍ଧିଷ୍ଟ ଅଂଚଳରେ ବାହାର ରାଜ୍ୟରୁ କ୍ଷୀର ସଂଗୃହିତ କରାଯାଉଛି ଏବଂ ସେହି ଅଂଚଳରେ ଦୁଗ୍ଧ ଚାଷୀଙ୍କ ଠାରୁ କ୍ଷୀର ନିଆଯାଉନାହିଁ । ଏହାକୁ ନେଇ ଦେଖନ୍ତୁ କନକ ନ୍ୟୁଜ ର ବିଗ୍ ଡିବେଟ୍ :-