କନକ ବ୍ୟୁରୋ : ଓଡିଶାରେ ନେପାଳ ରାଷ୍ଟ୍ରପତି । ଆଜି ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ ବିଦ୍ୟାଦେବୀ ଭଣ୍ଡାରୀ । ଗତକାଲି ଲିଙ୍ଗରାଜ ମନ୍ଦିରରେ କରିଥିଲେ ପୂଜାର୍ଚ୍ଚନା । ସେ ଅପରାହ୍ଣରେ ମନ୍ଦିର ଯାଇ ଲିଙ୍ଗରାଜଙ୍କ ପୂଜାର୍ଚ୍ଚନା କରିଥିଲେ ।
ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତିି ବିଦ୍ୟାଦେବୀ । ଏହି ଗସ୍ତ ସମୟରେ ସେ ଉଜ୍ୱଳା ନାରୀସଶକ୍ତିକରଣ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ଆସି ଅପରାହ୍ଣ ୨ଟା ୪୫ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଁଚିଥିଲେ ବିଦ୍ୟାଦେବୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-21-07h25m56s424.png)