ନୟାଗଡ : ବର୍ଷାଦିନ ଆସିଲେ ଆଖିରୁ ନିଦ ହଜିଯାଏ । ପିଲାମାନେ ସ୍କୁଲ କଲେଜ ଯବେ କେମିତି । ରୋଗୀଟିକୁ ଡାକ୍ତରଖାନା ନିଆଯିବ କେମିତି । ସ୍ଥାୟୀ ପୋଲଟିଏ ପାଇଁ ପ୍ରଶାସନ କି ଲୋକ ପ୍ରତିନିଧି ନଶୁଣିବାରୁ ନିଜ ଉଦ୍ୟମରେ ବାଉଁଶ ପୋଲ ତିଆରି କରିଛନ୍ତି ନୟାଗଡ ଜିଲ୍ଲା ସାନଗୋରଡା ଗାଁ ଲୋକେ । ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ :

Advertisment